Monday, 3 April 2023

4ପରମାତ୍ମା ଏକ,ଅରୂପ,ଅନନ୍ତ ଓ ସର୍ବବ୍ୟାପକ୍ ବୋଲି ବେଦରେ ବର୍ଣ୍ଣିତ ----------------------------------------------- ଭୁବନେଶ୍ୱର ତା ୩-୪: ପ୍ରଧାନମନ୍ତ୍ରୀ ବହୁ ମୂଖୀ କ୍ରାନ୍ତିର ଜନକ ସ୍ବାମୀ ଦୟାନନ୍ଦ୍ ସରସ୍ଵତିଙ୍କ ୨୦୦ ବର୍ଷ ପୂର୍ତ୍ତି କୁ ଜ୍ଞାନ ଜ୍ୟୋତି ପର୍ବ ଭାବେ ଦୁଇ ବର୍ଷ ଧରି ପାଳନ କରlଜୀବ ବୋଲି ତା୧୨-୨-୨୩ ରେ ନୂଆଦିଲ୍ଲୀ ରେ ଘୋଷଣା କରିଛନ୍ତି l ଏ ଅବସରରେ ସ୍ବାମୀ ସୁଧlନନ୍ଦ ତାଙ୍କ ଜୀବନୀ ଆଧାରିତ କ୍ରାନ୍ତି ପୁରୁଷ ମହର୍ଷି ଦୟାନନ୍ଦ ପୁସ୍ତକ ରଚନା କରିଛନ୍ତି ଓ ତାହା ବେଦଧlମ୍ ରେ ଲୋକାର୍ପିତ ହୋଇଛି l ଥିଙ୍କର୍ସ କ୍ଳବ୍ ର ୨ୟ ବର୍ଷ ପୂର୍ତ୍ତି ଓ ୬୩ ତମ ଆଭlଶି ଆଲୋଚନା ରେ ସ୍ବାମୀ ଦୟାନନ୍ଦ, ବେଦ ଓ ମୂର୍ତ୍ତି ପୂଜା ବିଷୟରେ ସ୍ବାମୀ ସୁଧନlନ୍ଦ ସରସ୍ଵତୀ ଆଲୋଚନା କରି କହିଲେ ଯେ ଇଶ୍ଵର ହେଉଛନ୍ତି ଅବ୍ୟକ୍ତ ସତ୍ତା l ତlଙ୍କର ରୁପ ରସ ଗନ୍ଧ କିଛି ନାହିଁ । ଏହା ବେଦ ସମ୍ମତ l ବେଦର କୌଣସି ଠାରେ ମୂର୍ତ୍ତି ପୂଜା ପାଇଁ ପରାମର୍ଶ ଦିଆଯାଇ ନାହିଁ l ନ ତସ୍ୟ ପ୍ରତିମା ଅସ୍ତୀ ବୋଲି ବେଦରେ ଉଲ୍ଲେଖ ଅଛି l ସ୍ବାମୀ ଦୟାନନ୍ଦ ଙ୍କ ମତରେ ପରଂବ୍ରହ୍ମ ସୃଷ୍ଟି କର୍ତ୍ତା ହେଉଛନ୍ତି ଜଣେ ବୋଲି ସ୍ବାମୀ ସୁଧlନନ୍ଦ ପ୍ରକାଶ କରିଛନ୍ତି l ପ୍ରାରମ୍ଭରେ ଆୟରଲ୍ୟାଣ୍ଡ ରୁ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ସଂଜୀବ ବାରିକ ସୂଚନା ପ୍ରଦାନ କରି ବରଦା ଦାସ ଙ୍କ ରଚିତ ବେଦ ଓ ଯଜ୍ଞ କବିତା କୁ ପାଠ କରିଥିଲେ l କାର୍ଯକ୍ରମ କୁ ସଂଯୋଜନା କରି ଏହା ଉପରେ ସବୁ ପଞ୍ଚାୟତ ରେ ଆଲୋଚନା ହେବା ଦରକାର ବୋଲି ଥିଙ୍କର୍ଶ କ୍ଳବ୍ ସଭାପତି ବରଦା ଦାସ କହିଥିଲେ l ସର୍ବଶ୍ରୀ ଡ ବଂଶୀଧର ଦାସ, ବେଙ୍ଗାଲୁରୁ ରୁ ସଚିନ,ମଧ୍ୟପ୍ରଦେଶ ରୁ ଡ୍ ରଜତ ଶତପଥୀ, ଗାୟତ୍ରୀ ତ୍ରିପାଠୀ, ଇ ସୁଧାକର ପତ୍ରୀ, ଉମାଶଙ୍କର ମିଶ୍ର ପ୍ରଶ୍ନ ମାନ ପଚାରି ଥିଲେ l ମୋବାଇଲ କୁ ରିଚାର୍ଜ୍ କଲାପରି ଶାନ୍ତି, ଆନନ୍ଦ, ନିରୋଗି ଜୀବନ ପାଇଁ ପରମାତ୍ମା ଙ୍କ ସହ ନିରନ୍ତର ଯୋଗାଯୋଗ ର ଗୁରୁତ୍ବ କୁ ସମସ୍ତେ ସ୍ବୀକାର କରିଥିଲେ l ଆସନ୍ତା ରବିବାର ମେରୀ ଓ ଯୀଶୁ ଖ୍ରୀଷ୍ଟ ଙ୍କ ଉପରେ ଆଲୋଚନା ଅନୁଷ୍ଠିତ ହେବ l

Sunday, 2 April 2023

बैगा समुदाय की महिलाओं ने देखा दिल्ली का अमृत उद्यान राष्ट्रपति श्रीमती द्रौपदी मुर्मू से महिला समूह ने की मुलाकात राष्ट्रपति श्रीमती मुर्मू ने कहा छत्तीसगढ़िया सबले बढ़िया

बैगा समुदाय की महिलाओं ने देखा दिल्ली का अमृत उद्यान राष्ट्रपति श्रीमती द्रौपदी मुर्मू से महिला समूह ने की मुलाकात राष्ट्रपति श्रीमती मुर्मू ने कहा छत्तीसगढ़िया सबले बढ़िया रायपुर 02 अप्रैल 2023। राष्ट्रपति श्रीमती द्रौपदी मुर्मू से नई दिल्ली स्थित अमृत उद्यान में कबीरधाम जिले के विशेष पिछड़ी जनजाति बैगा समुदाय की महिलाओं ने सौजन्य मुलाकात की और उन्हें बिरन माला भेंट की। राष्ट्रपति श्रीमती मुर्मू ने छत्तीसगढ़िया सबले बढ़िया सम्बोधित कर महिलाओं का मनोबल बढ़ाया। गौरतलब है कि कबीरधाम जिले के बैगा समुदाय की महिलाओं का स्व-सहायता समूह अमृत उद्यान के भ्रमण के लिए इन दिनो नई दिल्ली प्रवास पर थी। देशभर की अलग-अलग क्षेत्रों से आने वाले लोगों के लिए 28 से 31 मार्च तक अमृत उद्यान दर्शन के लिए खोला गया था। कबीरधाम जिलें के पंडरिया विकासखण्ड के विभिन्न ग्रामों के बैगा समुदाय की महिलाओं ने आजादी के 75 वर्ष होने और आजादी के अमृत वर्ष में तैयार किए गए अमृत उद्यान का 31 मार्च 2023 को भ्रमण किया। राष्ट्रपति भवन स्थित इस उद्यान में कबीरधाम सहित दो अन्य जिले कोरबा और गरियाबंद की महिलाओं ने भी राष्ट्रपति से मुलाकात की। छत्तीसगढ़ के महिला समूहों की सदस्यों ने बताया कि राष्ट्रपति भवन के अमृत उद्यान का भ्रमण एवं राष्ट्रपति से हुई मुलाकात से न केवल समूह का सम्मान बढ़ा बल्कि जिले के लिए भी गौरव का विषय है इससे उन्हें नई ऊर्जा मिली है। कबीरधाम जिले से पंडरिया विकासखंड के अंतर्गत विशेष पिछड़ी जनजाति बैगा समुदाय की महिलाओं में श्रीमती धनमत, दशमी बाई, लक्ष्मीया, इंद्रावती, रामकली, फूलबत्ती, चंपा बैगा, बिंदा, पार्वती एवं सावनी बाई शामिल थी। राज्य शासन से प्राप्त निर्देशानुसार कबीरधाम जिले के पंडरिया विकासखण्ड के अंतर्गत कार्यरत स्व-सहायता समूह के सदस्यों को नई दिल्ली राष्ट्रपति भवन में अमृत उद्यान दर्शन के लिए भेजा गया था। सभी महिलाएं विशेष पिछड़ी जनजाति बैगा समुदाय से संबंधित थी। ये महिलाएं राष्ट्रीय ग्रामीण आजीविका मिशन से जुड़कर आत्मनिर्भर बनने प्रयासरत हैं।

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ

ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବ ଉଦଘାଟିତ ଲୋକକଳା ପ୍ରତି ଆସକ୍ତି ରହିଲେ ଆମର ସମୃଦ୍ଧ ଲୋକକଳା ଓ ଲୋକ ସଂଗୀତ ଉଜ୍ଜୀବିତ ରହିବ । ଭୁବନେଶ୍ୱର 02.4.2023 ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ୩ ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ,ଆମ ରାଜ୍ୟର କଳା, ସଂସ୍କୃତି ଓ ସ୍ଥାପତ୍ୟ ବିଶ୍ୱ ବିଦିତ । ପ୍ରାଚୀନ ନୌବାଣିଜ୍ୟ ସମୃଦ୍ଧ ପରଂପରାର ସ୍ମୃତିଚାରଣ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ, ସାହସୀ ସାଧବ ପୁଅମାନଙ୍କର ଦେଶ ବିଦେଶକୁ ଯାତ୍ରା ଆମ ରାଜ୍ୟର କଳା,ସ୍ଥାପତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହୋଇଥିଲା । ଦେଶର ସ୍ୱାଧୀନତା ସଂଗ୍ରାମର ଲୋକନାୟକ ତଥା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବରପୁତ୍ରମାନଙ୍କର ଭୂମିକା ଭଳି ଆମ ରାଜ୍ୟକୁ ଦେଶ ବିଦେଶରେ ସ୍ୱତନ୍ତ୍ର ପରିଚିତି ଦେବା ପାଇଁ ଲୋକ କଳାକାରମାନଙ୍କର ଗୁରୁତ୍ୱ ଅବଦାନ ରହିଛି । ଓଡିଶାର ବିଭିନ୍ନ ଜିଲ୍ଲାର କୋଣ ଅନୁକୋଣରେ ଥିବା ଲୁପ୍ତପ୍ରାୟ ଲୋକନୃତ୍ୟ ଓ ଲୋକସଙ୍ଗୀତର , ବିକାଶ, ପ୍ରଚାର ଓ ପ୍ରସାର ତଥା କଳାକାରମାନଙ୍କ ଉନ୍ନତି କଳ୍ପେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୧ ମସିହାରେ ପ୍ରୟାସ ଆରମ୍ଭ କରିଥିଲେ । ରାଜ୍ୟରେ ଲୋକ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ରାଜ୍ୟ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଲୋକକଳା ପ୍ରତି ଆଗାମୀ ପିଢି ମଧ୍ୟରେ ଆସକ୍ତି ରହିଲେ ଆମର ସମୃଦ୍ଧ ଲୋକ କଳା ଓ ଲୋକ ସଂଗୀତ ଉଜ୍ଜୀବିତ ରହିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ମହୋତ୍ସବକୁ ଉଦଘାଟନ କରି ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଲେ ଯେ, ଉତ୍କୃଷ୍ଟ କଳା ପାଇଁ ଓଡିଶାର ନାମ ଥିଲା ଉତ୍କଳ । ଓଡିଶାର ଲୋକ କଳା, ଲୋକ ସଂଗୀତ ର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ପ୍ରୟାସ ଜାରି ରଖିଛି । ଲୋକ କଳା, ଲୋକ ସଂଗୀତ ମାଧ୍ୟମରେ ସମଗ୍ର ଓଡିଆ ଜାତିକୁ ଏକତ୍ରିତ କରିବା, ଆମର ମନ୍ଦିରମାଳିନୀ ଭୁବନେଶ୍ୱର ସହ ରାଜ୍ୟର ସମସ୍ତ କୀର୍ତ୍ତୀରାଜିର ସୁରକ୍ଷା ଓ ସମୃଦ୍ଧଶାଳୀ କରିବା ସମସ୍ତଙ୍କର ପ୍ରୟାସ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଓଡିଶା ମାଟି କଳାର ମାଟି । ଆମେ ସମସ୍ତେ କଳାକୁ ଭଲ ପାଉ । ସମସ୍ତଙ୍କ ମଧ୍ୟରେ କଳାକୁ ଭଲ ପାଇବା ରହିଛି । ଓଡିଶାର ଚାରୁ କଳା ,କାରୁକଳା, ବାଲୁକା ଶିଳ୍ପ, ନୃତ୍ୟ , ସଂଗୀତ ଏବଂ ଓଡିଆ ଜାତିର ଅସ୍ମିତାକୁ ଦେଶ ବିଦେଶରେ ପରିଚିତ କରାଇବା ସମସ୍ତଙ୍କର ଦାୟିତ୍ୱ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଶିକ୍ଷଣୀୟ, ସ୍ୱାସ୍ଥ୍ୟ ସଚେତନତା ଓ ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ଲୋକନୃତ୍ୟ ଓ ଲୋକ ସଂଗୀତ ମାଧ୍ୟମରେ ଘରେ ଘରେ ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦିଆଯାଉଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ୫୦ ହଜାର ମଧ୍ୟରୁ ଅଦ୍ୟାବଧି ୪୩ ହଜାର କଳାକାର ସହାୟତା ପାଉଥିବା ଶ୍ରୀ ସାହୁ କହିଥିଲେ । ଜନସାଧାରଣଙ୍କ ସହଯୋଗ ରହିଲେ ଲୋକକଳା ବଂଚିରହିବା ସହିତ ଲୋକ କଳାକାରମାନେ ଉପକୃତ ହେବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଯୋଗଦେଇ ଲୋକ କଳାର ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ବିଭାଗର ଉଦ୍ୟମକୁ ପ୍ରଶଂସା କରିଥିଲେ । ବିଭାଗର ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ରାଜ୍ୟରେ ପ୍ରାୟ ୪୬୧ ପ୍ରକାର ଲୋକକଳା ଚିହ୍ନଟ ହୋଇଛି । ରାଜ୍ୟସ୍ତରରେ ଅନୁମୋଦିତ ଓ ଜନସାଧାରଣଙ୍କ ଦ୍ୱାରା ଏହା ଗ୍ରହଣୀୟ ହେବାର ଆବଶ୍ୟକତା ରହିଛି । ଏ ଦିଗରେ ବିଭାଗ ତରଫରୁ ତଥ୍ୟ ସଂଗ୍ରହ ଓ ଗବେଷଣା ଜାରି ରହିଥିବା ଶ୍ରୀ ଦାସ ପ୍ରକାଶ କରିଥିଲେ ଏବଂ ଆୟୋଜିତ ଏହି ମହାର୍ଘ ଲୋକ ମହୋତ୍ସବରେ ବହୁ ସଂଖ୍ୟାରେ ସବୁଦିନ ଜନସାଧାରଣ ଉପସ୍ଥିତ ରହିବାକୁ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ଆଦିବାସୀ ଓ ଲୋକ ସଂଗୀତ ଗବେଷକ ତଥା ବିଭିନ୍ନ ପୁରସ୍କାରରେ ସମ୍ମାନିତ ଶ୍ରୀ ମହେନ୍ଦ୍ର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗର ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ ଯୋଗଦେଇ କରୋନା ସଂକ୍ରମଣ କଟକଣା ପରିପ୍ରେକ୍ଷୀରେ ଗତ ୨ ବର୍ଷ ଧରି ଆୟୋଜିତ ହୋଇପାରିନଥିବା ଏହି ଲୋକ ମହୋତ୍ସବ ଆରମ୍ଭ ହୋଇଥିବା ଓ ୩ ଦିନ ଧରି ଆୟୋଜିତ ଏହି ମହୋତ୍ସବରେ ୩୦ ଜିଲ୍ଲାରୁ ୩୦୦ କଳାକାର ଯୋଗଦେଉଥିବା ସୂଚନା ଦେଇଥିଲେ । ଉଦଘାଟନୀ ସଂଧ୍ୟାକୁ ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୁଞ୍ଜୟ ରଥ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଉପ ନିର୍ଦ୍ଦେଶିକା ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ । ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ମଧୁସୂଦନ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା ଉପସ୍ଥିତ ଥିଲେ । ଆଜିର ପ୍ରଥମ ଦିବସ ଲୋକ ଉତ୍ସବ କାର୍ଯ୍ୟକ୍ରମରେ ବଲାଙ୍ଗୀରର ଘୁଙ୍ଗୁର କଳା ନିକେତନ ତରଫରୁ କୁଠି ଡାଲଖାଇ, ଢେଙ୍କାନାଳର ଅଷ୍ଟଶମ୍ଭୁ ଘଣ୍ଟବାଦ୍ୟ ,କୁଆଲ ଅନୁଷ୍ଠାନ ତରଫରୁ ଘଣ୍ଟବାଦ୍ୟ, ଝାରସୁଗୁଡା ରାଇଁଝାଇ ଲୋକନାଚ ଅନୁଷ୍ଠାନ ତରଫରୁ ସମ୍ବଲପୁରୀ ନୃତ୍ୟ(ମାଏଲାଜଡ), କେନ୍ଦୁଝର ବୀଣାପାଣି କଳା ନିକେତନ ତରଫରୁ ପଲ୍ଲୀନୃତ୍ୟ, ଭଦ୍ରକ ମଦନମୋହନ ଜୀଉ ତରଫରୁ ଢୋଲକ ବାଦ୍ୟ, କଟକ ପଟୁଆର ସଂକୀର୍ତ୍ତନ , ଜଗତସିଂହପୁର ମା ବାସେଳୀ ଘୋଡାନାଚ, ଗଞ୍ଜାମ ବିଶ୍ୱ ଜନନୀ କଳା ପରିଷଦ ତରଫରୁ ପଶୁନୃତ୍ୟ , କନ୍ଧମାଳ ଢାକୁଳଜୁଇ ନୃତ୍ୟ ଅନୁଷ୍ଠାନ ତରଫରୁ ଆଦିବାସୀ ନୃତ୍ୟ, ନୂଆପଡା ମା ଦୁଆରସାନୀ ବଜାସାଲ ଅନୁଷ୍ଠାନ ତରଫରୁ ବଜାସାଲ ଭଳି ବିଭିନ୍ନ ଅନୁଷ୍ଠାନ ତରଫରୁ ଚିତ୍ତାକର୍ଷକ ଲୋକନୃତ୍ୟ ଓ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ ଶେଷ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ସୂଚନା ଯୋଗ୍ୟଯେ, ଅପରାହ୍ଣରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ସଂକୀର୍ତ୍ତନ, ଘୋଡାନାଚ, ସମ୍ବଲପୁରୀ, ଲଉଡିଖେଳ, କଣ୍ଢେଇ ନୃତ୍ୟ(ରାଜା ରାଣୀ), ରାମ ସୀତା ଆଦି ପାରମ୍ପରିକ ନୃତ୍ୟର ତାଳେ ତାଳେ ରାମ ମନ୍ଦିର ଠାରୁ ସାଂସ୍କୃତିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରି ଉତ୍କଳ ମଣ୍ଡପ ନିକଟକୁ ଆସିଥିଲେ । ଏହି ଶୋଭାଯାତ୍ରାକୁ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ ଯୋଗଦେଇ ଶୋଭାଯାତ୍ରା ସଫଳ କରିବା ସହିତ ଉତ୍ସବକୁ ସଫଳ କରିବାରେ ସହାୟତା ପ୍ରଦାନ କରିଥିଲେ । ନିମାଇଁ ବେହେରା ଙ୍କ ରିପୋର୍ଟ

बेरोजगारी भत्ता योजना के लिए ऑनलाइन आवेदन की हुई शुरुआत

*बेरोजगारी भत्ते के लिए रायपुर जिले के बेरोजगारों का सीएससी में भी किया गया पंजीयन* *पंजीयन के लिए युवाओं को मिला हेल्प डेस्क से मदद* रायपुर 01 अप्रैल, 2023/मुख्यमंत्री भूपेश बघेल की घोषणा के अनुसार जिले के शिक्षित बेरोजगार युवाओं को 1 अप्रैल से ढाई हजार रूपए प्रतिमाह भत्ता देने की योजना का शुभारंभ आज किया गया।बेरोजगारी भत्ता के लिए पात्र युवा https://berojgaribhatta.cg.nic.in पर घर बैठे आवेदन कर सकते हैं।कलेक्टर डॉ सर्वेश्वर भुरे के निर्देशानुसार जिले के सभी च्वाईस सेंटरों और सीएससी में भी बेरोजगारों का पंजीयन किया जा रहा है।इसके साथ ही बेरोजगार युवाओं की सुविधा के लिए रायपुर नगर निगम क्षेत्र में हर जोन कार्यालय में हेल्प डेस्क भी बनाए गए है। बीरगांव नगर निगम क्षेत्र में तीन और जिले के अन्य सभी नगरीय निकाय क्षेत्रों में भी एक-एक हेल्प डेस्क में बेरोजगारों को भत्ते के लिए पंजीयन की सुविधा दी गई है। सीएससी और च्वाईस सेंटरों में निर्धारित सेवा शुल्क के साथ पंजीयन की सुविधा दी जा रही है। उल्लेखनीय है कि शिक्षित बेरोजगारों को भत्ता देने की योजना के तहत आयु सीमा 18 से 35 वर्ष, परिवार की वार्षिक आय 2 लाख 50 हजार रूपए और 1 अप्रैल को 2 वर्ष जगार पंजीयन होना चाहिए। आवेदन के लिए आवश्यक दस्तावेजो में छत्तीसगढ़ का मूल निवासी प्रमाण पत्र, जन्मतिथि के लिए 10वीं की मार्कशीट, शैक्षणिक योग्यता के लिए 12वीं उत्तीर्ण का प्रमाण पत्र, आधार कार्ड और रोजगार पंजीयन कार्ड, पासपोर्ट साइज फोटो एवं आय का प्रमाण पत्र प्रस्तुत करना होगा। आवेदन के लिए कोई अंतिम तिथि नहीं है। कलेक्टर डॉ. भुरे ने बेरोजगारी भत्ता पंजीयन को ध्यान में रखते हुए रोजगार कार्यालयों में पंजीयन के नवीनीकरण, राजस्व कार्यालयों में आय-निवास प्रमाण पत्र जारी करने के लिए सभी जरूरी मापदण्ड और शासकीय दिशा निर्देशों का पालन सुनिश्चित करने के निर्देश अधिकारियों को दिए है। Nimai Behera Report

Saturday, 1 April 2023

सामाजिक आर्थिक सर्वेक्षण-2023

*सामाजिक आर्थिक सर्वेक्षण-2023* *जिले के सभी विकास खंडो में सर्वे शुरू, अधिकारी- कर्मचारी घर घर पहुँच ले रहे जानकारी* *कलेक्टर ने सर्वेक्षण दलों को गंभीरता से काम करने के दिए निर्देश* रायपुर 01 अप्रैल 2023/ मुख्यमंत्री श्री भूपेश बघेल की घोषणा के अनुरूप आज 1अप्रैल से रायपुर जिले के ग्रामीण अंचल में सामाजिक-आर्थिक सर्वेक्षण का कार्य प्रारंभ हो गया है।सामाजिक आर्थिक सर्वेक्षण के लिए दलों का गठन किया गया है।ये दल गांव के प्रत्येक घरो में पहुँच कर परिवार की स्थिति के बारे में जानकारी एकत्रित करेंगें। वित्तीय वर्ष 2023-24 के पहले दिन आज से छत्तीसगढ़ सामाजिक आर्थिक सर्वेक्षण का कार्य प्रारंभ हो गया है। इसी कड़ी में कलेक्टर डॉ सर्वेश्वर नरेंद्र भुरे के दिशानिर्देश में जिले के सभी विकास खंड के गांव गांव जाकर सर्वेक्षण टीम सर्वे का कार्य कर रही है।इसके साथ ही जिले में सर्वेक्षण कार्य प्रारंभ हो गया है। कलेक्टर डॉ. भुरे ने प्रगणक दलों को पूरी गंभीरता से त्रुटि रहित सर्वेक्षण करने के निर्देश दिए हैं।उन्होंने सर्वेक्षण के लिए वार्ड पंचों की जिम्मेदारी, मकानों का नंबरिंग, सर्वे की प्रक्रिया, मोबाइल एप, पोर्टल में ऑनलाइन एंट्री एवं मैनुअल एंट्री के बारे में आवश्यक निर्देश दिए हैं।उन्होंने कहा कि सामाजिक आर्थिक सर्वेक्षण में डाटा बेस के अनुसार पात्र पाये जाने पर शासकीय योजनाओं का लाभ मिलेगा। कलेक्टर डॉ. भुरे ने गांव के सभी नागरिकों को सामाजिक आर्थिक सर्वेक्षण में भागीदार बनने की अपील की ।उल्लेखनीय है कि सामाजिक आर्थिक सर्वेक्षण में डाटाबेस जानकारी जैसे- परिवार के मुखिया की जानकारी, शैक्षणिक योग्यता, रोजगार की जानकारी, प्रधानमंत्री आवास स्वीकृत है या नहीं, धान विक्रय का किसान पंजीयन क्रमांक, आधार नंबर, राषन कार्ड में परिवार की सूची, नरेगा जॉब कार्ड, परिवार की भूमि की जानकारी, परिवार की वार्षिक आय, सिंचाई साधन, वाहन एवं अन्य सामग्री, घर कच्चे या पक्के मकान, परिवार के कितने सदस्यों ने कौशल प्रशिक्षण प्राप्त किया, मोबाइल नंबर, उज्जवला गैस कनेक्षन, रोजगार की जानकारी जैसे-कृषि कार्य, स्वरोजगार, शासकीय नौकरी, निजी नौकरी, मजदूरी, बेरोजगारी इत्यादि का सर्वेक्षण किया जा रहा है।

मुख्यमंत्री ने श्री बिसाहू दास महंत की जयंती पर उन्हें किया नमन

मुख्यमंत्री ने श्री बिसाहू दास महंत की जयंती पर उन्हें किया नमन रायपुर, 31 मार्च 2023/ मुख्यमंत्री श्री भूपेश बघेल ने स्वर्गीय श्री बिसाहू दास महंत की जयंती पर उन्हें नमन किया। उन्होंने लोकप्रिय राजनेता स्वर्गीय श्री बिसाहू दास महन्त को स्मरण करते हुए कहा कि उनका जीवन जनसेवा से जुड़ा रहा। श्री महन्त ने अविभाजित मध्यप्रदेश में विधायक तथा मंत्री के रूप में प्रदेश के विकास के लिए अपनी अमूल्य सेवाएं दी। हसदेव बांगो सिंचाई परियोजना उनके सपनों का साकार रूप है। उन्होंने लोगों की बेहतरी के लिए क्षेत्र में खेती-किसानी, सिंचाई तथा सड़कों के कार्यों को बखूबी अंजाम दिया। मुख्यमंत्री श्री बघेल ने कहा कि स्वर्गीय श्री बिसाहू दास महन्त के सपनों के अनुरूप नवा छत्तीसगढ़ के निर्माण की दिशा राज्य सरकार आगे बढ़ रही है।

ନୁଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଧୁମ ଧାମରେ ଉତ୍କଳ ଦିବସ ମହିଲା ମାନଙ୍କ ଦ୍ବାରା ୮୮ତମ ଓଡ଼ିଶା ଦିବସ ଓ ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ

ନୁଆପଡା ଜିଲ୍ଲାପାଳ କାର୍ଯ୍ୟଳୟ ଠାରେ ଧୁମ ଧାମରେ ଉତ୍କଳ ଦିବସ ମହିଲା ମାନଙ୍କ ଦ୍ବାରା ୮୮ତମ ଓଡ଼ିଶା ଦିବସ ଓ ୩୧ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଈଥିଲା | ଏଥିରେ ମୁଖ୍ୟ ଅତିଥି ADM ଅଗସ୍ତି ପ୍ରଧାନ ସମ୍ମାନୀତ ଅତିଥି ମାନେ ଶ୍ରୀମତି ମାନା କୁମାରୀ ଲେମ୍ବୋ Dswo ନୁଆପଡା, ଶ୍ରୀମତି ଅହଲ୍ୟା ପୁଜାରୀ Advocate ନୁଆପଡା, ଶ୍ରୀମତି ତପସ୍ବିନୀ ପଣ୍ଡା Advocate ନୁଆପଡା, ଶ୍ରୀ ନବକିଶୋରୀ ସାହୁ Sr. Art Teacher kv, ନୁଆପଡା, ଯୋଗଦେଇଥିଲେ | ଏଥିସହ ଉତ୍କଳ ଦିବସ ଅବସରେ ରଙ୍ଗୋଲି କାର୍ଯ୍ୟକ୍ରମ ହୋଇଥିଲା | ରଙ୍ଗୋଲି କାର୍ଯ୍ୟକ୍ରମ ରେ କୁନ୍ତି ଜଗତ, ଜନନୀ ଜଗତ, ବେବକୁମାରୀ ପଟେଲ, ତୁଲେଶ୍ବରୀ ପଟେଲ , ଓମ ପ୍ରଭା ପଟେଲ, ସୁନୀତା ବାଗ, ସମିଖ୍ୟା ସହିସ, ଅକ୍ନକସ୍ୟ ଭାରତୀ, କୁନ୍ତଲା ମାଜି, ଜ୍ୟୋତି ମାଜି , ଚେତନା ସାହୁ, ଶକୁନ୍ତଲା ସାହୁ , ପଦ୍ମିନୀ ମାଜି, ରୂପାନ୍ଜଲି ତାଣ୍ଡି, ଗଙ୍ଗା ସାହୁ 1, ବିନ୍ଦା ଦଣ୍ଡସେନା, ଅନିକା ମାଜି, ରୁମିଲା ସାହୁ, ଗଙ୍ଗା ସାହୁ 2, ଚାନ୍ଦନୀ ସାହୁ, ଗିରିଜା ସାହୁ, କରିନା ସାହୁ, ନାଗେଶ୍ବରୀ ସାହୁ ଓ ମାନୀନି ନାୟକ ରଙ୍ଗୋଲି କାର୍ଯ୍ୟକ୍ରମରେ ଭାଗନେଇଥିଲେ | ଏହି ରଙ୍ଗୋଲି କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନରେ ଗିରିଜା ସାହୁ, ଦ୍ବିତୀୟ ସ୍ଥାନରେ ମାନିନୀ ନାୟକ, ତୃତୀୟ ସ୍ଥାନରେ ଓମ ପ୍ରଭା ପଟେଲ ରଙ୍ଗୋଲି ସ୍ଥାନ ପାଇଥିଲେ | ପରେ ପରେ ସାଂସ୍କୃତି କାର୍ଯ୍ୟକ୍ରମ ରହିଛି | ନିମାଇଁ ବେହେରା ଙ୍କ ରିପୋର୍ଟ

कर्मचारी चयन आयोग की परीक्षा 27,28 और 30 जून को

समाचार *कर्मचारी चयन आयोग की परीक्षा 27,28 और 30 जून को* रायपुर 28 जून 2023/ कर्मचारी चयन आयोग द्वारा आयोजित कार्मिक और प्रशिक्षण विभाग, भ...